ପିତାମ୍ବରଙ୍କ ଦଶାହକ୍ରିୟାରେ ଭଗତ ସେନାର ସହାୟତା

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ବାବାଜି ଚରଣ ବେହେରାଙ୍କ ପୁତ୍ର ପିତାମ୍ବରଙ୍କ ଅକାଳ ବିୟୋଗରେ ସଂପୃକ୍ତ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ତାଙ୍କର ୩ ଝିଅ ଓ ଏକମାତ୍ର ପୁଅ ଅଛନ୍ତି । ଶୁଦ୍ଧିକ୍ରିୟା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଖବର ପାଇ ଭଦ୍ରକ ସହିଦ ଭଗତ ସେନାର ସଭାପତି ସୀତାଂଶୁ ଶେଖର ମହାପାତ୍ରଙ୍କ ସମେତ ସଦସ୍ୟ ମାନେ ସଂପୃକ୍ତ ପରିବାରକୁ୍ ଭେଟି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ