ଆମ କର୍ତ୍ତବ୍ୟ ସେବା ସଙ୍ଗଠନ ପକ୍ଷରୁ ବୃକ୍ଷରୋପଣ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବସନ୍ତିଆ ଠାରେ ଆମ କର୍ତ୍ତବ୍ୟ ସେବା ସଙ୍ଗଠନ ପକ୍ଷରୁ ୨ୟ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଙ୍ଗଠନର ସଦସ୍ୟ ମାନେ ଲୋକ ମାନଙ୍କୁ ବୃକ୍ଷର ଉପକାରିତା ସଂପର୍କରେ ବୁଝାଇବା ସହିତ ସଚେତନ କରାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଭାପତି ମନୋରଂଜନ ଦାସ, ଉପସଭାପତି ରାଜେଶ କୁମାର ଜେନା, ସଂପାଦକ ହରେକୃଷ୍ଣ ଦାସ, ସହସଂପାଦକ ସୁଦୀପ୍ତ କୁମାର ସାହୁ, ସଭ୍ୟ ସୌଭାଗ୍ୟ ରଂଜନ ମଲ୍ଲିକ, ମନୋଜ ବେହେରା, ବ୍ରହ୍ମାନନ୍ଦ ବେହେରା, ରାମକୃଷ୍ଣ ଦାସ, ପର୍ଶୁରାମ ପଳତା, ଦୀପକ ମଲ୍ଲିକ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ