ଖୋର୍ଦ୍ଧା ରାଜ୍ୟ ପ୍ରକାଶ ପାଇଲା ଦ୍ୱାଦଶ ପରୀକ୍ଷା କାର୍ଯ୍ୟସୂଚୀ 24/03/2022 YWPSENU8 0 Comments ପ୍ରକାଶ ପାଇଲା ଦ୍ୱାଦଶ ପରୀକ୍ଷା କାର୍ଯ୍ୟସୂଚୀ ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : -ଏପ୍ରିଲ ୨୮ରୁ ଆରମ୍ଭ ହୋଇ ମେ ୨୮ରେ ଶେଷ ହେବ ପରୀକ୍ଷା -ପୂର୍ବରୁ ମେ ୨୪ରେ ପରୀକ୍ଷା ଶେଷ ହେବା ନେଇ ଘୋଷଣା ହୋଇଥିଲା -ଏପ୍ରିଲ ୪ରୁ ୧୨ ତାରିଖ ଯାଏଁ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପରୀକ୍ଷା -ପରୀକ୍ଷା କାର୍ଯ୍ୟସୂଚୀ ବାବଦରେ ସିଏଚ୍ଏସ୍ଇ ପକ୍ଷରୁ ଘୋଷଣା Spread the love