ବଡ ପରଦା ରେ ରିଲିଜ ହେଲା ‘ଦ ସ୍କାଏ ଇଜ୍ ପିଙ୍କ’

ଫିଲ୍ମ ଫ୍ରାଇଡେ ରେ ଦେଶୀଗାର୍ଲ ପ୍ରିୟଙ୍କା ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ’ରିଲିଜ ହୋଇଛି । କେବଳ ପ୍ରେମ ନୁହେଁ ଜୀବନ ଯନ୍ତ୍ରଣା ଓ ସଂଘର୍ଷ ର କାହାଣୀ ବି ରହିଛି ଫିଲ୍ମରେ। ନିର୍ଦ୍ଦେଶନା ଦେଇଛନ୍ତି ସୋନାଲି ବୋଷ। ଟିନ୍ଏଜର ଆୟୁଷି ଓରଫ ଜାୟିରା ୱାସିମ୍ ନିଜ ବାପା ମାଙ୍କ ପ୍ରେମ କାହାଣୀ ବିଷୟରେ କହୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ