ବାରମ୍ବାର ସାମ୍ବାଦିକ ଉପରେ ଆକ୍ରମଣ ଘଟଣା କୁ ମୋହନା ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା

ମୋହନା,(ଅଂଶୁମାନ ପଣ୍ଡା):ମୋହନା ସାମ୍ବାଦିକ ସଙ୍ଗ ପକ୍ଷ୍ୟରୁ ନିନ୍ଦା କରା ଯାଇଛି ପୁରୀ ଜିଲ୍ଲା କୋଣାର୍କ ବାଲିସାହିରେ ଥିବା ଓଟିଭି ପ୍ରତିନିଧି ସଞ୍ଜୟ ପତିଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ହେଲେ ତାଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋମାମାଡ଼ରେ କେବଳ ତାଙ୍କ ଗୁହାଳ ଘର କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାକୁ ମୋହନା ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରିବା ସହ ଘଟଣାକୁ ତଦନ୍ତ କରି ଦୁର୍ବୁତ୍ତମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ମୋହନା ସାମ୍ବାଦିକ ସଙ୍ଘ ଏଇ ବୈଠକ ରେ ମିହିର ଜତି,ପଞ୍ଚାନନ ଦାଶ,ମହୋନ ଗୌଡ଼,ସାଗର ବଳିଆରସିଙ୍ଗି,ସ୍ୱୟଂନଛିଞ୍ଚାଣ,ଜୁଲୁ ରଥ ,ଅଂଶୁମାନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ଏପରିକି ବାରମ୍ବାର ସାମ୍ବାଦିକ ଉପରେ ଆକ୍ରମଣ ଘଟଣା କୁ ନିନ୍ଦା କରିଛନ୍ତି ବୁଦ୍ଧିଜୀବୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ