ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ୍ୟୁ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ଗାଙ୍ଗପୁର ଥାନା ନିକଟସ୍ଥ ପାଲକଷଣ୍ଡା ଗ୍ରାମର ନାରାୟଣ ଜେନାଙ୍କର ପୁଅ ବଳରାମ ଜେନା 30 ବର୍ଷ ସେ ଆଜି ସକାଳ 11:30 ସମୟରେ ତାଙ୍କର ଘର ବାରିପଟ ବାରଣ୍ଡାରେ ସଫା ସୁତାର କରୁଥିବା ସମୟରେ ଏକ ବିଷାକ୍ତ ନାଗ ସାପ ତାଙ୍କୁ କାମୁଡି ଦେଲା ଯାହା ଫଳରେ ସେ ଘଟଣା ସ୍ଥଳରେ ପାଟିକରି ଅଚେତ ହୋଇ ପଡିଯିବା ସମୟରେ ତାଙ୍କର ଭାଇ କାନ୍ହୁ ଜେନା ଓ କିଛି ଗ୍ରାମଲୋକଙ୍କ ସହାୟତାରେ ଗୋବରା ସରକାରୀ ମେଡିକାଲ କୁ ନେଇ ଚିକିଚ୍ଛା କରିବା ସମୟରେ ଡ଼କ୍ଟର 1:42 ମିନଟ ସମୟରେ ବଳରାମଙ୍କୁ ମୃତ୍ୟୁ ଘୋଷଣା କରିଲେ ସବ ବ୍ୟବଛେଦ ଭଞ୍ଜନଗର ଗଙ୍ଗାପୁର ଥାନା ସେସ୍ no ud 15 ରେ ରେଜିଷ୍ଟର ହୋଇଛି I ତାଙ୍କର ବାପା ନାରାୟଣ ଜେନା ସେ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ଗ୍ରାମବାସୀ ମାନେ ତାଙ୍କର ପରିବାରଙ୍କୁ କିଛି ସରକାରୀ ସହାୟତା ପାଇଁ ଦାବି କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ