ମୋହନା ମେଡ଼ିକାଲ୍ ରେ ରୋଗୀ ଙ୍କୁ ମିଳିଲାନି ଶଯ୍ୟା ବାରାଣ୍ଡ ରେ ଦୁଇ ଘଣ୍ଟା ବିତାଇଲେ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ୍ ହେଉଛି ଓଡିଶା ର ଦୃତୀୟ ବୃହତମ ବ୍ଲକ ଏହି ବ୍ଲକ୍ ର ୩୯ଟି ପଂଚାୟତ ର ଶତାଧିକ ଲୋକେ ପ୍ରତେକ୍ ଦିନ ମୋହନା ମେଡ଼ିକାଲ୍ ଉପରେ ନିର୍ଭୟ କରନ୍ତି ହେଲେ ଏହି ମେଡ଼ିକାଲ୍ ରେ ଲାଗି ରହିଥିବା ଅନେକ ସମସ୍ୟା କୁ କେହି ରାଜନେତା ଦୃଷ୍ଟି ଆକର୍ଷଣ ହେଉନି କାରଣ ବେଶ କିଛି ଦିନ ତଳେ ଜିଲ୍ଲା ପରିଷଧ ଅଧ୍ୟକ୍ଷ ତିରୁପତି ରାଓ ବ୍ଲକ୍ ଅଧ୍ୟକ୍ଷ ରଞ୍ଜୀବ ଶବର ସମେତ୍ ବହୁ ନେତା ଦୁଇ ଦୁଇ ଥର ପରିଦର୍ଶନ କରି ଗଲେନେଇ ଏପରିକି ମୋହନା ବିଧାୟକ ଦାଶରଥି ଗମାଙ୍ଗ ଙ୍କ କଥା ସବୁ ପାଣି ରେ ଗାର କାରଣ ବିଧାୟକ ବିଜୟ ପରଠୁ ମୋହନା ମେଡ଼ିକାଲ୍ ର କୋଣଶି ଉନ୍ନତି କରଣ ହୋଇନି ଏଠି ୩୦ସଜିୟ ପାଇଁ ଉପଲବ୍ଧ ଥିବା ବେଳେ ମାତ୍ର ୧୦ଟି ସଜିୟା ପଡ଼ିଛି ତାହା ପୁଣି ଗର୍ଭବତୀ ମା ଯେଉଁଠି ସେଠୀ ଜର ଝାଡ଼ା ରୋଗୀ ରହୁଛନ୍ତି ଅନ୍ୟ ପଟେ ମୋହନା ରେ ଡେ଼ଙ୍ଗୁ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବେଡ ନଥିବାରୁ ରୋଗୀ ଅନେକ ସମୟ ରେ ବାରଣ୍ଡା ରେ ଚିକିତ୍ସା ହେଉଥିବା ଦେଖିବାକୁ ମିଳୁଛି ସେପରି ଭୋଲ ଶୌଚାଳୟ ଖଣ୍ଡେ ନାହିଁ ମଙ୍ଗବାର ଦିନ ଦେଖିବାକୁ ମେଳୀଛି ମୋହନା ଗ୍ରାମ ର ଜଣେ ମେଲେରିଆ ରେ ଆକ୍ରାନ୍ତ ରୋଗୀ ଙ୍କୁ ପାରିବାର ଲୋକେ ଆଣି ଚିକିତ୍ସା ପାଇଁ ଦୁଇ ଘଣ୍ଟା ବାରଣ୍ଡା ରେ ଶୁଆଇ ରଖିଥିଲେ ପରେ ସାମ୍ୱାଦିକ ମାନଙ୍କ ନଜର କୁ ଆସିବା ପରେ ବେଡ ଦିଆ ଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ