ରଘୁନାଥପୁର ମାନ୍ନାପୁରମ ଆସେଟ ଫାଇନାନ୍ସ ଶାଖା ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ
ଜଗତସିଂହପୁର, (ଅଭିଷେକ ତ୍ରିପାଠୀ):ଅଜାଦୀ କି ଅମୃତ ମହୋତ୍ସବ ତଥା ୭୫ସ୍ୱାଧୀନତା ଦିବସ ପାଳନ ଅବସରେ ହର୍ ଘର୍ ତ୍ରିରଙ୍ଗା ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଛନ୍ତି |ତିନିଦିନ ଧରି ଏହି କାର୍ଯ୍ୟକ୍ରମ ପ୍ରତେକ ଭାରତୀୟ ପାଳନ କରିବାକୁ କୁହାଯାଇଥିବା ବେଳେ |ଏହା ଆମ ହୃଦୟର ଦେଶପ୍ରେମ ଜାଗ୍ରତ କରିବା ସହିତ ଜାତୀୟତା ବୋଧ ଅନୁଭବ ଆଣିବ ଦେଶ ମାତୃକାର ଟେକ ରଖିବା ସହିତ ଜାତୀୟ ଗୌରବ ଅଖ୍ରୁଣ୍ଣ ରହିବ ଏହି କାର୍ଯ୍ୟକ୍ରମ ରେ ମାନ୍ନାପୁରମ ଆସେଟ ଫାଇନାନ୍ସ ରଘୁନାଥପୁର ଶାଖା ପରିଚାଳକ ଚିତ୍ତରଞ୍ଜନ ସାହୁ ଓ ଉପପରିଚାଳକ ଶୁଭକାନ୍ତ ବେହେରା ଓ ଶାଖା ନିରୀକ୍ଷକ ରାକେଶ କୁମାର ଲେଙ୍କା ଅନ୍ୟ ମାନଙ୍କ ମଧରେ ନିର୍ବିକାର ମହାପାତ୍ର, ପ୍ରିତମ ସାହୁ, ସନ୍ଦ୍ୟାରାଣୀ ମହନ୍ତ, ବଳରାମ ବେହେରା, ଅଭିଷେକ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକର୍ମକୁ ପାଳନ କରିଥିଲେ |


