ରହଣିଆ ପଞ୍ଚାୟତ ଠାରେ ଗାନ୍ଧୀଜୟନ୍ତୀ ପାଳିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଶ୍ରୀମତୀ ଅଲିଭା ନାୟକଙ୍କ ସଂଯୋଜନାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ନାଏବ ସରପଞ୍ଚ ସତ୍ୟବ୍ରତ ଜେନା, ସାମାଜିକ କର୍ମୀ ବିରେନ୍ଦ୍ର ନାୟକ, ସନ୍ତୋଷ ଦାସ, ୱାର୍ଡ ସଭ୍ୟା ଗୀତା ମାଝୀ, ଜାନକୀ ମାଝୀ, କାଳନ୍ଦୀ ଚରଣ ଦାସ, ରାଜକିଶୋର ରାଉତ, ଜଗନ୍ନାଥ ତ୍ରିପାଠୀ, ସୌମ୍ୟ ରଞ୍ଜନ ଦାସ, ମନୋରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ରହି ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଏହାଛଡା ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଥିବାବେଳେ ପଞ୍ଚାୟତ ପରିସର ସଫେଇ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ