ରାଜ୍ୟ ସରକାର ଙ୍କ ନିୟମ କୁ ଭୟ ନାହିଁ ମୋହନା ବ୍ଲକ୍

ମୋହନା, (ଅଂଶୁମାନ ପଣ୍ଡା):ଗିଷ୍ମ ପ୍ରଭାବ କୁ ଦୃଷ୍ଟି ରେ ରକ୍ଷୀ ରାଜ୍ୟ ସରକାର ସକାଳୁ ଅଫିସ କରିଛନ୍ତି ଉଭୟ ଜନସାଧାରଣ ଓ କର୍ମଚାରୀ ଗୀଷ୍ମ ରୁ ରକ୍ଷା ପାଇପାରିବେ ସୁରକ୍ଷିତ ରେ କାର୍ଯ୍ଯ ସୁରକ୍ଷିତ ରେ ସମ୍ପାଦନ ହେବ ଲକ୍ଷ୍ୟରେ ରଖି ଏହି ନିଷ୍ପତି ନିଆଯାଇଛି ହେଲେ ଏହି ନିୟମ କୁ ବେଖାତ୍ରି କରି କର୍ମଚାରୀ ଓ ଅଧିକାରୀ ମାନୁନାହାନ୍ତି କି ଖୋଲୁନୀ ତାଲା ସାଡେ ୯ଟା ପର୍ଯ୍ୟନ୍ତ ଅଫିସ ତାଲା ଯାହା ଦ୍ୱାରା ବିଡ଼ିଓ ଙ୍କ ଠାରୁ ନେଇ ଯନ୍ତ୍ରୀ, ଓଡ଼ିଶା ଜିବିକା ମିଶନ ଅଫିସ, ପାନୀୟ ଜଳ ଯୋଗାଣ ବିଭାଗ ଅଫିସ, ଯି ପି ଓ ଅଫିସ୍ , ସାମାଜିକ ମଙ୍ଗଳବିଭାଗ ଅଫିସ, ଡେବଲମେଣ୍ଟ ଅଫିସ୍, ଏହି ପରି ବିଭିନ୍ନ ବ୍ଲକ୍ ଭିତରେ ଥିବା ଅଧିକାରୀ ଙ୍କ ଅଫିସ ରେ ତାଲା ଝୁଲୁଥିଲା ସମ୍ବାର ଦିନ ଏଭଳି କି ଯନ୍ତ୍ରୀ ମାନ ଙ୍କ ଅଫିସ ଖୋଲା ଥିଲା କିନ୍ତୁ ଯନ୍ତ୍ରୀ ମାନଙ୍କ ନଥିଲେ ଅଫିସ ରେ ସବୁ ଚେର ଟେବୁଲ୍ ଖାଲି ପଡ଼ିଥିବା ବେଳେ ୧୦ ଯନ୍ତ୍ରୀ, ଅଛନ୍ତି କାଗପତ୍ରରେ କିନ୍ତୁ କେହି ଠିକ୍ ସମୟ ରେ ହେଡକ୍ୱାଟର ରେ ଉପସ୍ଥିତ ରହିନଥିଲା ପଚାରିଲେ କହୁଛନ୍ତି ଫିଲ୍ଡ କାମ ରେ ବାହାରେ କିନ୍ତୁ ସଂବାର ଦିନ ୧୦ଟା ରେ ବୋଷ ରୁ ଉଲହୁଛନ୍ତି ନିର୍ବାହ ଯନ୍ତ୍ରୀ ଆଶିଷ କୁମାର ସତପଥି ଙ୍କୁ ପଚାରିବାରୁ ତାଙ୍କ ଠାରୁ କୋଣଶି ଉତ୍ତର ମେଳିନୀ କି ଗଣମାଧ୍ୟମ ପ୍ରତିନିଧି ଙ୍କ ଫୋନ୍ ଉଠାଇନଥିଲେ ବିଡିଓ ତପସ୍ପିନି ହାଂସଦା ଙ୍କୁ ପଚାରିବାରୁ ସେ ଗଣମାଧ୍ୟମ କୁ ଉତ୍ତର ଦେଇନଥିଲେ କାରଣ ନିଜେ ତ ଵିଲମ୍ୱ ରେ ଆସିଥିଲେ ନା କୁ ମାତ୍ର ସକଳ ଅଫିସ କିନ୍ତୁ ନିଜ ହିସାବ ରେ ଅଧିକାରୀ ଠାରୁ କାର୍ମିଚାରି ଅଶାନ୍ତି ଯାହାନ୍ତି ୫ଟି ସଚିବ ଗସ୍ତ ସମୟ ରେ ସବୁ ଏକତ୍ରିତ ହୋଇ ଟାଇମ୍ ରେ ଆସିଲେ ଆଉ ଗୋଲା ପରଠୁ ବେଖତ୍ରୀ ସରକାର୍ ନିୟମ କୁ ମୋହନା ବ୍ଲକ ରେ ଯାହା ଦ୍ୱାରା ସାଧାରଣ ଲୋକ ଅଶି ଖରା ରେ ଅପେକ୍ଷା କରି ଫେରିଛନ୍ତି ଏହି ଅଧିକାରୀ ଯନ୍ତ୍ରୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସକାଳୁ ସଠିକ୍ ସମୟ ରେ ଅଫିସ ଖୋଲିବା ଶହ ଅଧିକାରୀ ଯନ୍ତ୍ରୀ କର୍ମଚରୀ ଉପସ୍ଥିତ ରହିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ