ରାଧାକୃଷ୍ଣ ମଠରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ବ୍ରହ୍ଣପୁର- (ଯୁଗାବ୍ଦନ୍ୟୁଜ)- ଗୋସାଣି ନୂଆ ଗାଁ ସାନ ମଠରେ ଚାଲିଥିବା ଧାରାବାହିକ କାର୍ଯ୍ୟକ୍ରମରେ ଗୁରୁବାର ସଂଧ୍ୟାରେ ଭକ୍ତମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ,ମହାମନ୍ତ୍ର.ହନୁମାନ ଚାଳିଶା ପାଠରେ ସଂଧ୍ୟାା ଆଳତି କରାଯାଇଥିଲା । ବକ୍ତା ଶ୍ରୀମାନ୍ ସନାତନ ପ୍ରଭୁ ଭାଗବତରେ କୃଷ୍ଣ ଙ୍କ ଚରିତ୍ରକୁ ବର୍ଣ୍ଣନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ଭକ୍ତ ଯୋଗ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ