ମୋହନା,(ଅଶଂମାନ ପଣ୍ଡା)- ଗଞ୍ଜାମ ଜିଲ୍ଲା ଅନ୍ତଗର୍ତ ଗୋବିନ୍ଦପୁର ଖେମୁଣ୍ଡି ଖୋଲ ମଝିରେ ବିରାଟ ଗଛଟି ଉପୁଡି ପଡିବାରୁ ରାୟଗଡା ଓ ବ୍ରହ୍ମପୁର ମଧ୍ୟରେ ଗାଡିଚଳାଚଳ ଠପ୍ ହୋଇଯାଇଛି । ଫଳରେ ରାସ୍ତାର ଦୁଇପାଶ୍ୱର୍ରେ ଗାଡି ମାନଙ୍କର ଲମ୍ବା ଲାଇନ୍ ହେଖିବାକୁ ମିଳିଛି । ଘଟଣା ସ୍ଥଳରେ କୌଣସି ସରକାରୀ ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି ।