ଶଗଡକୁ ଧକ୍କା ଦେଲା ଟ୍ରେନ ୫ ମୃତ ୨ ଗୁରୁତର

ପାଟନା: ବିହାରର ହସନପୁର ରେଳ ଷ୍ଟେସନ ନିକଟ ସମସ୍ଥିତ ଖଗଡିଆ ରେଳ ଡିଭିଜନର ନିକଟରେ ଏକ ଶଗଡ ଗାଡିକୁ ଧକ୍କାଦେବା ଫଳରେ ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ