ଶିକ୍ଷକ ସଂଘର ନୁତନ କର୍ମକର୍ତ୍ତା ଚୟନ

ହାଟଡିହି, (ବିକାଶ ବିଶ୍ୱାଳ ) : ନିଖିଳ ଉତ୍କଳ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ହାଟଡିହି ବ୍ଲକର ନୁତନ କର୍ମକର୍ତ୍ତା ଚୟନ କରାଯାଇଛି । ଏଥିରେ ସଭାପତି ଭାବେ ହରମୋହନ ପଣ୍ଡା, ଉପସଭାପତି ଭାବେ ମହେନ୍ଦ୍ର କୁମାର ଶାସିନି, ସମ୍ପାଦକ ଭାବେ ମିହିର କୁମାର ପଣ୍ଡା, ଯୁଗ୍ମସମ୍ପାଦକ ଭାବେ କାହ୍ନୁ ଚରଣ ମିଶ୍ର, କୋଷାଧ୍ୟକ୍ଷ ଭାବେ ରମେଶ କୁମାର ରାଉତ, ସହ ସମ୍ପାଦକ ଭାବେ ଅଭୟ କୁମାର ଜେନା, ନିରାକାର ନାୟକ, ଉପଦ୍ଦେଷ୍ଟା ଭାବେ ମୋହନ କୁମାର ମହାନ୍ତି ପ୍ରମୁଖ ମନୋନୀତ ହୋଇଥିଲେ । ରାଜ୍ୟ ସଂଘର ସମ୍ପାଦକ ସୁକାନ୍ତ ବେହେରା ନୁତନ କର୍ମକର୍ତ୍ତା ମାନଙ୍କୁ ସପଥ ପାଠ କରାଇଥିଲେ । ଏଥିରେ ସଂଘର ସମସ୍ତ କର୍ମକତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ