ସାମ୍ବାଦିକଙ୍କ ମାତୃ ବିୟୋଗ

ନାଉଗାଁ, (ଓ୍ବାଇଏନ୍ଏସ୍) : ନାଉଗାଁ ବ୍ଳକର ବରିଷ୍ଠ ସାମ୍ବାଦିକ ବୈଷ୍ଣବ ରାଉଳଙ୍କ ମା ନିରୁପମା ରାଉଳ(୭୨)ଙ୍କର ଗୁରୁବାର ପରଲୋକ ଘଟିଛି । ସ୍ୱଗର୍ତା ରାଉଳ ଜଣେ ଧର୍ମପରାୟଣା, ପରୋପକାରୀ, ସେହ୍ନୀ, ମିଷ୍ଠୀ ଭାଷୀ ମହିଳା ଥିଲେ । ତାଙ୍କ ମୃତ ସମୟରେ ବଡପୁଅ ବୈଷ୍ଣବ, ସାନପୁଅ ପବିର, ପୁତ୍ରବଧୁ,ନାତି, ନାତୁଣୀ ପାଖରେ ଉପସ୍ଥିତ ଥିଲେ । ତାଙ୍କ ମର ଶରୀରକୁ ଗାଁ ଶ୍ମଶାନ୍ନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ବଡପୁଅ ବୈଷ୍ଣବ ମୁଖାଗ୍ନୀ ଦେଇଥିଲେ । ତାଙ୍କ ବିୟୋଗରେ ନାଉଗାଁ ବ୍ଲକ ପ୍ରେସ କ୍ଲବର ସଦସ୍ୟମାନେ ଶୋକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ