ହୁମ୍ମା ଠାରେ ବିଜେପିର ପ୍ରସ୍ତୁତି ବୈଠକ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ମାଁ ବୁଢ଼ୀ ଠାକୁରାଣୀ ମନ୍ଦିର ପରିସରରେ ବିଜେପି ହୁମ୍ମା ମଣ୍ଡଳର ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଙ୍କ ଦୁର୍ନୀତି କୁ ନେଇ ପ୍ରତି ପଞ୍ଚାୟତ ରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯିବ, ସଂଗଠନ କୁ ମଜବୁତ କରିବା ପାଇଁ କମିଟି ଗଠନ ଏବଂ ଆଗାମୀ ୧୩ ତାରିଖ ଦିନ ହୁମ୍ମା ମଣ୍ଡଳ ର କାର୍ଯ୍ୟକାରିଣୀ ବୈଠକ କରିବା ପାଇଁ ସ୍ଥିର ହୋଇଥିଲା l ହୁମ୍ମା ମଣ୍ଡଳ ସଭାପତି ଶ୍ ଧ୍ରୁବ ଚରଣ ପଲାଈଙ୍କ ସଭାପତିତ୍ୱରେ ,କୀର୍ତ୍ତନ ଦାସ, ରାଜ୍ୟ ସମ୍ପାଦକ ଏସସି ମୋର୍ଚ୍ଚା,ଶ୍ରୀ ପ୍ରଶାନ୍ତ କୁମାର କର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ରାଜ୍ୟ ସମ୍ପାଦକ ଏସସି ମୋର୍ଚ୍ଚା, ଶ୍ରୀ ପ୍ରଶାନ୍ତ କୁମାର ନାୟକ ରାଜ୍ୟ ଉପସଭାପତି ଓବିସି ମୋର୍ଚ୍ଚା,ଶ୍ରୀ ବିଜୟ କୁମାର ମୁଦୁଲି ରାଜ୍ୟ କାର୍ଯ୍ୟକାରିଣୀ କୃଷକ ମୋର୍ଚ୍ଚା, ଶ୍ରୀ ବସନ୍ତ ବେହେରା ବିଧାନସଭା ସଂଯୋଜକ, ଶ୍ରୀ ଆଲୋକ ମହାନ୍ତି ବିଧାନସଭା ବିସ୍ତାରକ, ଶ୍ରୀମତୀ ରଶ୍ମି ରେଖା ମହାପାତ୍ର ଉପସଭାପତି ଗଞ୍ଜାମ ଜିଲ୍ଲା, ଶ୍ରୀ ଲଷ୍ମୀ ଚରଣ ପଣ୍ଡା ସମ୍ପାଦକ ଗଞ୍ଜାମ, ଶ୍ରୀ ଭୀମସେନ ବେହେରା ସମ୍ପାଦକ ଗଞ୍ଜାମ,ଶ୍ରୀ ପ୍ରଦୀପ ପାଢ଼ୀ ଗଞ୍ଜାମ ଜିଲ୍ଲା ଲିଗାଲ ସେଲ ଆବାହକ,ଶ୍ରୀ ଗୁରୁଚରଣ ରାଉଳ ଗଞ୍ଜାମ ମଣ୍ଡଳ ସଭାପତି, ଶ୍ରୀ ପଦ୍ମ ପରିଡା ଭିକାରିପଲୀ ମଣ୍ଡଳ ସଭାପତି,ଶ୍ରୀ ରମାକାନ୍ତ ନହଜ ନ୍ୟାୟ ସରପଞ୍ଚ,ଶ୍ରୀ ମାନସ ରଞ୍ଜନ ନାହାକ, ଶ୍ରୀ ପ୍ରଭାକର ନାହାକ, ଶ୍ରୀ ରୋହିତ ନାହାକ, ଶ୍ରୀ କାନ୍ତରି ଦଳାଇ, ଶ୍ରୀ ନିରାକାର ଜେନା ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ