୪୫ ନମ୍ବର ଜୋନର ବିଜେଡି ପ୍ରାର୍ଥୀଙ୍କ ଘରକୁ ଘର ପ୍ରଚାର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ରାଇରଙ୍ଗପୁର ବ୍ଲକର ୪୫ ନମ୍ବର ଜୋନର ବିଜେଡି ପ୍ରାର୍ଥୀ ସଚିଦାନନ୍ଦ ମହାନ୍ତ ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।ଜଣେ ଯୁବ ସମାଜସେବୀ, ପରୋପକାରୀ, ମିଷ୍ଟଭାଷୀ, ସେନାପତି, ଧର୍ମପରାୟଣ ଓ ସୁସଂସଗଠକ । ଏହି ଜୋନର ୪ଟି ପଞ୍ଚାୟତ ହଳଦା,ଭାଲୁବସା, ପୁରୁଣାପାଣି ଏବଂ ସାନପାଖଣା ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ଅଣ୍ଟା ଭିଡିଛନ୍ତି । ତାଙ୍କ ପାଇଁ ମନ୍ତ୍ରୀ ସୁଦାମ ମାରାଣ୍ଡି ମଧ୍ୟ ମାରାଥନ ପ୍ରଚାର କରିଛନ୍ତି । ଅଂଚଳବାସୀ ତାଙ୍କୁ ଆଶୀର୍ବାଦ ଦେବେ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ