୬୮କିଲ ଭାଙ୍ଗ ଶହ ବାଇକ ଜବତ୍ ଜଣେ ଗିରଫ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଏସପି ଜୟରାମ ଶତପଥି ଙ୍କ ନିର୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଷିକା ଙ୍କ ତ୍ୱତବ୍ଦନ ରେ ମୋହନା ପୁଲିସ ଟିମ ଗୁରୁବାର ଦିନ ସକାଳୁ କମଳାପୁରୁ ଗେଟ୍ ନିକଟରେ ପେଟ୍ରଲିଙ୍ଗି କରୁଥିବା ବେଳେ ଏକ ବାଇକ ନଂ ଓଡ଼ି ୦୨ଡି ୭୮୩୬କୁ ଅଟକାଇ ଯାଞ୍ଚ କରିବା ବେଳେ ପ୍ଲାଷ୍ଟିକ ଅଖା ରୁ ଭାଙ୍ଗ ପାଇଥିଲା ଯାହାକୁ ଓଜନ କରିବାରୁ ତାହା ୬୮ କିଲ ହୋଇଥିଲା ଉକ୍ତ ଭାଙ୍ଗ ଅନ୍ତ୍ରବା ଅଂଚଳ ରୁ ପୁରୀ ଜିଲ୍ଲା କୁ ଚାଲାଣ ହେଉଥିବା ଜଣା ପଡ଼ିଛି ଏ ନେ଼ଇ ମୋହନା ଥାନା କେଶ ନଂ ୧୯୧/୨୨ ରେ ମାମଲା ରୁଜୁ କରିବା ସହ ଏଥିରେ ସଂପୃକ୍ତ ଥିବା ଖଣ୍ଡପଡ଼ା ଥାନା ଅଞ୍ଚଳ ର ପ୍ରଶାନ୍ତ ପାତ୍ର ୨୮କୁ ଗିରଫ କରି କୋର୍ଟ ଚାଲାଣ କରିଛି ମୋହନା ଥାନା ପୋଲିସ୍

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ