୬ ମାସ ବିତିଲା ନ୍ୟlୟ ଅପେକ୍ଷାରେ ସରପଞ୍ଚ ପାର୍ଥୀ
ମୋହନା, (ଅଂଶୁମାନ ପଣ୍ଡା):ନିର୍ବାଚନ କମିଶନଙ୍କ ନୀୟମ ରହିଥିଲା ଯେଁଉ ପାର୍ଥି ମାନେ ନାମାଙ୍କନ ଦାଖଲ ବେଳେ ଉଚିତ କାଗଜପତ୍ର ପ୍ରଦାନ ପାଇଁ ହେଲେ ପ୍ରଶାସନ ଅଧିକାରୀ ଙ୍କ ଯାଞ୍ଚ ପକ୍ରିଆ ଅବହେଳା ପାଇଁ ଆଜି ଶିକ୍ଷିତ ବ୍ୟକ୍ତି ଧକ୍କା ଖାଇ ଆଇନ୍ ର ସାହାରା ନେଇଛନ୍ତି ଯାହାକି ଗଜପତି ଜିଲ୍ଲା ମୋହନା ବ୍ଲକ ର ଚାନ୍ଦିପୁଟ ପଂଚାୟତ ର ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ କନକଲତା ପାଲ ୪୭ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସରପଞ୍ଚ ପାରଥି ଶ୍ରୀ ଲଳିତା ବଡରଇତ ୪୪ ଗତ ପଂଚାୟତ ନିର୍ବାଚନ ରେ ଚାନ୍ଦିପୁଟ ପଂଚାୟତରେ ସରପଞ୍ଚ ପର୍ଥିନି ପାଇଁ ୫ଜଣ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ସେଥିରୁ କନକଲତା ପାଲ ନାମାଙ୍କନ ପତ୍ର ଦାଖଲ ସମୟ ରେ ଉଲ୍ଲେଖ କରିଥିଲେ ଶିକ୍ଷ୍ୟା ଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ବୋଲି କିନ୍ତୁ ବ୍ଲକ୍ ପ୍ରଶାସନ ସଠିକ୍ ଯାଞ୍ଚ କରି ନଥିଲେ କନକଲତା ପାଲ ମୂଳରୁ ଜମା ପାଠ ପଢି ନାହାନ୍ତି ଏପରିକି ସେ ପଂଚାୟତ ରେ ନା କୁ ମାତ୍ର ସରପଞ୍ଚ କିନ୍ତୁ ସବୁ କାମ କରନ୍ତି ତାଙ୍କ ସ୍ଵାମୀ କମଲ କୁମାର୍ ପାଲ ଯଦି ମୋ ସହଜଗି କେହି ଆବଶ୍ୟକ ସ୍ଥଳେ ପଂଚାୟତ କୁ ଜାଆଁନ୍ତି ଦସ୍ତକତ୍ ପାଇଁ ତେବେ ସିଧା ସଳଖ ମନା କରି କୁହନ୍ତି ତମ ସରପଞ୍ଚ ପାର୍ଥି କୁ ମାଗ ସେ କରିବ ଏଭଳିକି ମୋ ନାମ ରେ ବିଭିନ୍ନ ଅପପ୍ରଚାର କରୁଛନ୍ତି ଯାହାକୁ ନେଇ ଉଚିତ୍ ନ୍ୟlୟ ପାଇବା ପାଇଁ ମୁଁ ୧୬,୦୨, ୨୨ ରେ ମୋହନା କୋର୍ଟ ରେ ଏକ ଅଭିଯୋଗ କରିଥିଲି କିନ୍ତୁ ଆଜିକୁ ୬ମାସ ବିତିବାକୁ ଲାଗିଲାଣି କନକଲତା ପାଲ ଉପରେ କୌଣସି ପଦକ୍ଷପ ନିଆଯାଇନାହିଁ ସେପଟ କୋର୍ଟ ନଟିସ ହେଲେବି କୋର୍ଟ ରେ ହଜାର ହେଉନାହାନ୍ତି ତେଣୁ ମତେ ଓ ଅଂଚଳ ବାସୀ ଙ୍କୁ ଉଚିତ୍ ନ୍ୟlୟ ପ୍ରଦାନ କରନ୍ତୁ ସରକାର ବୋଲି କହିଛନ୍ତି ଲଳିତା ବଡରଇତ ଯଦି ନ୍ୟlୟ ନ ମିଳେ ତେବେ ଆଗମୀ ଦିନରେ ବ୍ଲକ୍ ସମ୍ମୁଖ ରେ ଧାରଣା ଦେଵୀ ଏହି ବିଷୟ ରେ ଚାନ୍ଦିପୁଟ ପଂଚାୟତ ର କର୍ଯ୍ୟଗତ ସରପଞ୍ଚ କନକ ଲତା ପାଲ ଙ୍କୁ ଯୋଗାଯୋଗ କରିଥିବା ବେଳେ ତାଙ୍କ ସ୍ଵାମୀ କମଲ କୁମାର୍ ପାଲ କହିଛନ୍ତି ସରକାର କୌଣସି ଶିକ୍ଷ୍ୟାଗତ ଯୋଗ୍ୟତା ମାଗିନଥିଲେ ଏବଂ ସେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଡିଛନ୍ତି ସଭା ସମିତି ରେ ଭାଷଣ ଦେଉଛନ୍ତି ସେ ତାଙ୍କ ର ବିଦ୍ୟାଳୟ ରେ ପଢ଼ିଛନ୍ତି ଓ ପୂର୍ବରୁ ପାଞ୍ଚ ବର୍ଷ ଶାସନ କରି ଏବ ପୁଣି ବିଜୟ ହୋଈ ପାଞ୍ଚ ମାସ ଶାସନ କରୁଛନ୍ତି ତାଙ୍କୁ ତାଙ୍କସମର୍ଥକ ବିଜୟ କରିଛନ୍ତି ଯଦି ସରକାର ଶିକ୍ଷ୍ୟା ଗତ ଯୋଗ୍ୟତା ମାଗିଥିଲେ କିଭଳି ବିଧାୟକ ମାନେ ପାଠ ନ ପଡ଼ି ବିଜୟ ପରେ ପରୀକ୍ଷା ଦେଈ ଆସମିଲ କୁ ପ୍ରବେଶ କଲେ


