ବଜ୍ରଘାତରେ ୨ ମହିଳା ମୃତ

କଳାହାଣ୍ଡି ,(ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ସାହିରେ ବଜ୍ରାଘାତରେ ୨ ମହିଳାଙ୍କ ମୃତ ଘଟିଛି । ମହିଳା ମୃତକଙ୍କ ପରିଚୟ ଜୟମନି ଗୋପାଳ (୩୮ ) ଭୁମିସୁତା ଗୋପାଲ (୪୦)ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ସେମାନେ ନଦୀକୁ ଯାଉଥିବା ସମୟରେ ବଜ୍ରପାତ ଘଟିଥିଲା । ବଜ୍ରପାତର ଶୀକାର ହୋଇ ଦୁଇ ଗୁରୁତର ଆହାତ ହୋଇଥିଲେ । ଆହାତ ୨ ମହିଳାଙ୍କୁ ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତିକରିକରାଯାଇଥିଲା । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ