ବାଳିକାଙ୍କ ଆତ୍ମହତ୍ୟା ସନ୍ଦେହ
ବନ୍ତ:ବନ୍ତ ବ୍ଲକ ଆଗରପଡା ଥାନା ଅଧିନ ଚାରିଗାଁ ଗ୍ରାମର ସନନ୍ଦ ଯେନାଙ୍କ ଝିଅ ତୁଳସୀ(୧୫) ଗୋପିନାଥପୁର ପଞ୍ଚାୟତ ତାଜିପୁର ଆଦିବାସୀ ସାହି ନିକଟରେ ନିଜ ଓଢଣୀରେ ଫାସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ପହଞ୍ôଚ ଶବ ଜବତ କରି ତଦନ୍ତ ଜାରି ରଖିଛି । ଏହା ଆତ୍ମହତ୍ୟା ନୁହେଁ ହତ୍ୟା କରାଯାଇଛି ବୋଲି ପରିବାରଲୋକେ କହୁଛନ୍ତି ।


