ବେଦାନ୍ତ ପକ୍ଷରୁ ସଚେତନ। ସହ ମାସ୍କ ବଣ୍ଟନ
କଳାହାଣ୍ଡି : ଦିନକୁ ଦିନ କରୋନା ବିଶ୍ଵବ୍ୟାପୀ ମହାମାରୀର ରୂପ ନେଉ ଥିବା ବେଳେ ବର୍ତମାନ ସାରା ବିଶ୍ୱ ତରହର ହୋଇ ଯାଇଛି, ଏହାକୁ ନେଇ ବ୍ୟକ୍ତି ବିଶେଷ, ଅନୁଷ୍ଠାନ, ସମେତ ସମାଜସେବୀ ମାନେ ଜନସାଧାରଣଙ୍କୁ ସହାୟତା କରିବା ସହ ସଛାଟନା କରୁଛନ୍ତି, ଏହିପରିକ୍ଷପିରେ ଆଦିବାସୀ ଅଧୁସିତ ଲାଞ୍ଜିଗଡ ବ୍ଲକରେ ଜନସାଧାରଣଙ୍କୁ ସଚେତନ କରିବା ସହ କମ୍ପାନୀ ତରଫରୁ ମାଗଣା ମାସ୍କ ବଣ୍ଟନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି ବେଦାନ୍ତ କମ୍ପାନୀ । ଏ ନେଇ କମ୍ପାନୀ ପକ୍ଷରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି ଜରିଆରେ ଆନସାଧାରଣାଙ୍କୁ ମାସ୍କ ବଣ୍ଟନ କରାଇବ ସହ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି ।


