ବାହାରେ ବୁଲାବୁଲି କରିବା ଅଭିଯୋଗରେ ଯୁବକ ଗିରଫ

ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ପାଇଁ ସମଗ୍ର ଦେଶ ଲକ୍ ଡାଉନ୍ ହୋଇଥିବା ବେଳେ କୌଣସି ବ୍ୟକ୍ତି ଅନାବଶ୍ୟକ ଭାବେ ବାହାରେ ନବୁଲିବା ପାଇଁ କଟକଣା ହୋଇଛି । ମାତ୍ର ଏହି କଟକଣାକୁ କେତେକ ବ୍ୟକ୍ତି ଖୋଲାଖୋଲି ଉଲଂଘନ କରୁଥିବାର ଦେଖାଯାଇଛି । ଗୁରବାର ବନ୍ତ ଥାନା ଅଧିନ ହାଟଡିହୀ ମୁଖ୍ୟ କେନାଲ ରାସ୍ତାରେ ଜଣେ ଯୁବକ ବୁଲାବୁଲି କରୁଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି । ଏନେଇ ପୋଲିସ କେସ ନଂ-୩୬/୨୦ ମୂଳେ ମାମଲା ରୁଜ୍ଜୁ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ