୫ ଟି ସଚିବ ଭି କେ ପାଣ୍ଡିଆନ ଜୟପୁର ସ୍ଥିତ କୋବିଡ଼ ହସ୍ପିଟାଲ ପରିଦର୍ଶନ

କୋରାପୁଟ,(ଓ୍ବାଇଏନ୍ଏସ୍):କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ କୋବିଡ଼ ହସ୍ପିଟାଲ ପରିଦର୍ଶନ ରେ ଆସିଥିଲେ ୫ ଟି ସଚିବ ଭି କେ ପାଣ୍ଡିଆନ ଏବଂ ଉନୟନ କମିସନେର ସୁରେଶ ମହାପାତ୍ର।ସ୍ୱତନ୍ତ୍ର ବିମାନ ଯୋଗେ ସେ ଆସିଥିବା ବେଳେ କୋବିଡ଼ ହସ୍ପିଟାଲ ପରିଦର୍ଶନ କରିଥିଲେ।ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରନ୍ଦ ବେଉରା ଙ୍କ ସହ ଆଲୋଚନା କରିଥିଲେ।ଜୟପୁର ରେ ୧୫୦ ଶଯ୍ୟା ବିସିଟ କୋବିଡ଼ ଜିଲା ସ୍ତରୀୟ ଚିକିତ୍ସା ଳୟ ଯୁଦ୍ଧ କାଳୀନ ଭିତ୍ତି ରେ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ icu ଏବଂ ବେଣ୍ଟିଲଟର ର ଭି ବ୍ୟବସ୍ତା ରହିଛି।ବର୍ତ୍ତମାନ କୋରାପୁଟ ଜିଲ୍ଲା ଗ୍ରୀନ ଯୋନ ରେ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା କାହାର positive ରିପୋର୍ଟ ବାହାରି ନାହଁ।କିନ୍ତୁ ରାଜ୍ୟ ସରକାର ତୋରଫୋରୁ ଆଗୁଆ ପଦକ୍ଷେପ ସ୍ୱରୂପ କୋବିଡ଼ ହସ୍ପିଟାଲ କୁ କାର୍ଯ୍ୟକ୍ଷମ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ