ଶୋଇଥିବା ବେଳେ ଅଗ୍ନିକାଣ୍ଡ : ୧ ମୃତ , ୨ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୁରୁପଡା ଗ୍ରାମରେ ମଙ୍ଗଳବାର ରାତିରେ ଏକ ଲୋମଟାଙ୍କୁରା ଦୁଖଦ ଘଟଣା ଘଟିଛି । ମା ସହ ତିନି ସନ୍ତାନ ଶୋଇଥିବା ବେଳେ ଅଗ୍ନିକାଣ୍ଡ ଘଟି ଗୁରୁତର ଆହାତ ହୋଇଥିଲେ । ଗୁରୁତର ଆହାତ ମାନଙ୍କୁ ଗ୍ରାମବାସୀ ତରଫରୁ ଫୁଲବାଣୀ ହସପିଟାଲରେ ଭର୍ତ୍ତୀ କରାଯାଇଥିଲା । ଡାକ୍ତରଖାନାରେ ଜଣେ କୁନି ଝିଅର ମୃତ୍ୟୁ ହୋଇଥିବା ବେଳେ ମା ଓ ଦୁଇ ଝିଅ ଚିକିସ୍ରାଧିନ ଅଛନ୍ତି । ସଟସର୍କିଟ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ