ପୁରୁଷ ବକ୍ସି ଦଳର କଟକ ଯାତ୍ରା

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ପୁରୁଷ ୧୦ ଜଣିଆ ବକ୍ସି ଦଳ ଗୁରୁବାର ସଂନ୍ଧ୍ୟା ୭ ଘଣ୍ଟା ସମୟରେ ରାଜାରାଣୀ ଏକ୍ସପ୍ରେସ ଯୋଗେ ବ୍ରହ୍ମପୁର ଠାରୁ କଟକ ଅଭିମୁଖେ ଯାତ୍ରା ଆରମ୍ଭକରିଛନ୍ତି । ପୁରୁଷ ହକି ପାଇଁ ଜୁନ ୨୩ୁ ତାରିଖରେ ଗଂଜାମ ଜିଳ୍ଲା କ୍ରୀଡା ସାଂସଦ ଆନୁକୁଲ୍ୟରେ ଚୟନ ହୋଇଥିବା ଖେଳାଳୀ ମାନେ ଆଜି ଗସ୍ତ କରିଛନ୍ତି । ମନୋନୀତ ହୋଇ ଯାତ୍ରା କରିଥିବା ଖେଳାଳି ମାନେ ହେଲେ ଏସ୍ ସାଇ  ପ୍ରସାଦ , ଶୁଭମ୍ ଚୈାଧୁରୀ ,ତାରିଣୀ ସାହୁ  , କେ ହିମାଶୁଂ ସାହୁ  .ପ୍ରବୀଣ କୁମାର ସେଠୀ , ବିଶାଲ ସାହୁ ,ମହମ୍ମଦ ତାଜ ବାବୁ ,ଜି ଯୋଗୀ ନନ୍ଦ , ସୈାମ୍ୟରଞ୍ଜନ ପରିଡା .ଅମ୍ଲାନ ରଥ କୋଚ୍ , ସଂଜୟ ସେଠୀ , ଏନ୍ ମାଧବ , କୋଚ୍ ମ୍ୟାନେଜର ଶିଶିର କୁମାର ପାଣିଗ୍ରାହି ଯାତ୍ରା କରିଛନ୍ତି । ଆସନ୍ତାକାଲି କଟକ ଷ୍ଟାଡିୟମରେ ପୁରୁଷ ବକ୍ସି ଦଳ ଅନୁଷ୍ଠିତ ହେବ । ଖେଳାଳୀ ମାନେ ଖେଳରେ ଭଲ ପ୍ରଦର୍ଶନ କରିବେ ବୋଲି ଜିଡିଏଏ ର ସଂପାଦକ ଅଶୋକ ସାହୁ ,ଉପସଭାପତି ସନ୍ତୋଷ ସାହୁ ତାରିଣୀ ସାହୁ , ବକ୍ସି ସଂପାଦକ କେ ପ୍ରଭାକର ରାଓ , ଦିବାକର ପାଣିଗ୍ରାହି , ଦୂର୍ଗା ପଟ୍ଟନାୟକ , ପ୍ରଶାନ୍ତ କୁମାର ସାହୁ , କାଜଲ ସାହୁ , ଟ୍ରେଜରର ଉପେନ୍ଦ୍ର ପଟ୍ଟନାୟକ , ଗଞ୍ଜାମ ବକ୍ସି କ୍ଲବର ସଭାପତି କେ ପ୍ରଭାକର ରାଓ , ସଂପାଦକ ଶିବରାମ ପାତ୍ର , ଉପସଭାପତି ଅରକ୍ଷିତ ପାଣିଗ୍ରାହି , ଟ୍ରେଜରରର ଲଡୁକିଶୋର ସାହୁ , ରବିନ୍ଦ୍ର ପଣ୍ଡା , ଲକ୍ଷ୍ମୀ ପାଢୀ , ବୁଲୁ ପାତ୍ର  , ଅବିନାଶ ନାୟକ , ଏହା ସହିତ କଟକ ଯାତ୍ରା କରୁଥିବା ସମସ୍ତ ଖେଳାଳୀ ଆଶା ପ୍ରକଟ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ