ବାଲେଶ୍ଵର ବାଲେଶ୍ଵର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୫ଜଣ କରୋନା 10/05/2020 YWPSENU3 0 Comments ବାଲେଶ୍ଵର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୫ଜଣ କରୋନା ବାଲେଶ୍ଵର,(ସରୋଜ ପଣ୍ଡା):ଆଜି ବାଲେଶ୍ଵର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୫ଜଣ କରୋନା ଆକ୍ରାନ୍ତଙ୍କ ସଂପର୍କରେ ଅଧିକ ତଥ୍ୟ ମିଳିଛି। ଏମାନେ ସମସ୍ତେ ଭୋଗରାଇ ଅଞ୍ଚଳର ଏବଂ ସେମାନେ ଏକାଧିକ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ନେଇ ଉପଜିଲ୍ଲାପାଳ ନୀଲୁ ମହାପାତ୍ର ସୂଚନା ଦେଇଛନ୍ତି। Spread the love