ରା.ଉଦୟଗିରି ଥାନା ପକ୍ଷରୁ ନାଟକ ମାଧ୍ୟମରେ କରୋନା ସଚେତନତା

ମୋହନା (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲାରେ କିଛିଦିନ ତଳେ ଏସିପି ସାରା ଶର୍ମା ଏକ ନାଟକ ମାଧ୍ୟମରେ ଯମ,ଚିତ୍ରଗୁପ୍ତ, କରୋନାର ଭେଷରେ ଲକଙ୍କୁ ସଚେତନା କରିଥିଲେ ଆଜି ସେଇ ନାଟକ ରା,ଉଦୟଗିରି,ଛେଳିଗୋଡ଼, ମହିନ୍ଦ୍ରଗଡ, ଚନ୍ଦ୍ରଗିରି, ଚାନ୍ଦିପୁଟ, ମୋହନା,ଅଡ଼ବା ଆଦି ଅଞ୍ଚଳରେ ଲୋକକଙ୍କୁ ସଚେତନା କରିଛନ୍ତି । ଏପରିକି ମାସ୍କ୍ ପିନ୍ଧିବା, ହାତଧୋଇବା, ଦୂରତା ନିଜ ଭିତରେ ରଖିବା ଏବଂ ଅତି ଆବଶ୍ୟକ ନହେଲେ ଘରୁବାହରିବେନି ଏ ପ୍ରକର ବାର୍ତା ଦେଇଛନ୍ତି ଯମ ମହାରାଜ,ଏଇ କାର୍ଯ୍ୟକର୍ମରେ ଏସିଡ଼ିପିଓ ଅଶକ ମହାନ୍ତି,ରା,ଉଦୟଗିରିଥାନା ଅଧିକାରୀ, ମମତା ନାୟକ,ମୋହନା ଥାନା ଅଧିକାରୀ ସୁଜିତକୁମାରନାୟକ ଓ ପୋଲିସି କର୍ମଚାରୀ ମାନେ ଉପସ୍ଥିତ ରହି ଥିଲେ ବହୁ ସଂଖ୍ୟାରେ ଲୁକେ ଦୁର୍ତ୍ତା ରଖି ଏହାକୁ ଉପଭଗକରିଥିଲେ ଓ କିଛି ସଚେତନ ହଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ