ଟ୍ୟାଙ୍କର ଧକ୍କାରେ ଜଣେ ମୃତ

କଳାହାଣ୍ଡି , (ଓ୍ୱାଇଏନ୍‌ଏସ୍‌): କଳାହାଣ୍ଡି ଜତୀୟ ରାଜପଥ ୨୬ ଜୁନାଗଡ଼ ଗୁଞ୍ଜିଗୁଡା ଠାରେ ଗୋଟିଏ ଟ୍ୟାଙ୍କର ଏକ ବାଇକ୍‌କୁ ଧକ୍କା ଦେବା ଫଳରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି । ମୃତକ ହେଲେ ବାଂଦପଲାର ହୀମେନ ଭୋଇ । ଗୁରୁତରମାନଙ୍କୁ ଭାଵନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନତାରିତ କରାଯାଇଥିବା ବେଳେ । ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଡ୍ରାଇଭର ଥାନାରେ ଅଟକ ଥିବା ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ