ମୃତ୍ୟୁ ସହ ସଂଘର୍ଷ ପରେ ଉଦ୍ଧାର ହେଲା ଗାଇ

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଳକ ସ୍ଥାନୀୟ ମିଲ ସାହିରେ ଜଣେ ବ୍ୟକ୍ତି ଘର ବାରିପଟେ ଲେଟିନ ଟାଙ୍କିରେ ଗାଇଟି ଚରୁଥିବା ସମୟରେ ଲେଟିନ ଟାଙ୍କରେ ଫସି ଭିତରକୁ ଚାଲିଯାଇଥିଲା ପ୍ଲେଟ ଭାଙ୍ଗି । ଯାହା ଫଳରେ ପ୍ରାୟ ୪ ଘଂଟା ମୃତ୍ୟୁ ସହ ଲଢେଇ କରିବା ପରେ ସ୍ଥାନୀୟ ଅଗ୍ନିଶମ ବିଭାଗ, ସ୍ଥାନୀୟ ଯୁବକ ମାନଙ୍କ ଦ୍ୱାରା ଉଦ୍ଧାର କରାଯାଇଥିଲା ଗାଇଟିକୁ । କାଡିବା ପାଇଁ ବହୁ ଅସୁବିଧା ହେବା ଯୋଗୁଁ ଶେଷରେ ପ୍ଲେଟ ଟିକୁ ଭାଙ୍ଗି ଉଦ୍ଧାର କରାଯାଇଛୀ ଗାଇଟିକୁ । ଗାଇଟି ବର୍ତମାନ ସୁସ୍ଥଥିବା ଦେଖିବାକୁ ମିଳିଛି ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ତାରାକାନ୍ତ ମହାପାତ୍ର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ