ପ୍ରଧାନମନ୍ତ୍ରୀ ଙ୍କୁ ଭେଟିଲେ ବିଏସ୍ ୟେଦୁରପ୍ପା

(ଯୁଗାବ୍ଦ ନ୍ୟୁଜ) କର୍ଣ୍ଣାଟକ ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ବିଏସ ୟେଦୁରପ୍ପା ଆଜି ପ୍ରଧାନମନ୍ତ୍ରୀ ଙ୍କୁ ନୂଆ ଦିଲ୍ଲୀ ରେ ଭେଟୁଛନ୍ତି । କର୍ଣ୍ଣାଟକ ରେ ହୋଇଥିବା ବନ୍ୟା ସର୍ମ୍ପକରେ ମୋଦି ଙ୍କ ସହ ଆଲୋଚନା କରି ଅଧିକ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାପାଇଁ ଦାବି ଉପସ୍ଥାପନା କରିଛନ୍ତି । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ସୁରେଶ ଅଙ୍ଗାଡି ଓ ପ୍ରହଲ୍ଲାଦ ଯୋଶୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ