ପାଣିଗଣ୍ଡା ସରପଞ୍ଚ ଙ୍କ ଦେହାନ୍ତ

ମୋହନା,(ଅଂଶୁମାନ ପଣ୍ଡା): ଗଜପପତି ଜିଲ୍ଲା ମୋହନା ବ୍ଲକ୩୯ଟି ପଞ୍ଚାୟତ ରୁ ପାଣିଗଣ୍ଡା ପଞ୍ଚାୟତ ର ସରପଞ୍ଚ ଙ୍କ ଦେହାନ୍ତ ହଇଛି ପରିବାର ପକ୍ଷରୁ ସୂଚନା ଘଟଣା ରୁ ପ୍ରକାଶ ଯେ ସେ କିଛି ଦିନ ହେଲା ଅସୁସ୍ଥ ଥିଲେ ଆଜି ତାଙ୍କୁ ମୋହନା ବିଡ଼ିଓ ବଂଶଧରଖୁସଲା ପାଞ୍ଚମେଡ଼ିକାଲ ଟିମ କୁ ଡାକି ମୋହନା ମେଡ଼ିକାଲ ରେ ପ୍ରଥମେ ପ୍ରାଥମିକ ଚିକିତ୍ସା କରିବା ପରେ ବ୍ରହ୍ମପୁର ମେଡିକାଲ କୁ ପଠାଇ ଥିଲେ | ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି | ସେ ବିଜେଡି ରେ ଜଣେ ଭଲ ନେତା ଥିଲେ, ପରେ କଂଗ୍ରେସ ରେ ଯୋଗ ଦେଇଥିଲ | ପାଣିଗଣ୍ଡା ରେ ସରପଞ୍ଚ ଜନ ଦଳବେହେରା ଆଜି ତାଙ୍କ ଦେହାନ୍ତ ଖବର ପାଇଶୋକ ପ୍ରକାଶ କରିଥିବା ବେଳେ ,ସେଠାକାର ପଞ୍ଚାୟତ ବାସୀ ଭାଙ୍ଗି ପଡିଛନ୍ତି | ଏହି ଦୁଃଖଦ ସମୟରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ