ଭିଜିଲାନ୍ସ ଜାଲରେ ଜିଆରଏସ

କଳାହାଣ୍ଡି,(ଓ୍ବାଇଏନ୍ଏସ୍):କଳାହାଣ୍ଡି-ଭିଜିଲାନ୍ସ ଜାଲରେ ଜିଆରଏସ । କେସିଙ୍ଗା ବ୍ଲକ ବାଲସୀ ପଂଚାୟତ ଜିଆରଏସ ସନାତନ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ । ଏନଆରଜିଏ ଯୋଜନା ରେ ଜମି ମରାମତି ଟଙ୍କା ବିଲ ପାସ ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ‌।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ