ଘରପଦା ଗ୍ରାମକୁ ସଟ୍ ଡାଉନ୍ କଲେ ସରପଞ୍ଚ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ୩ନଂ.ୱାର୍ଡ ଘରପଦା ଗ୍ରାମକୁ ସରପଞ୍ଚ ଅଶୋକ କୁମାର ମହାନ୍ତି ବୁଧବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏହି ଗ୍ରାମରେ ୬ ଜଣ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ପଞ୍ଚାୟତ ପକ୍ଷରୁ ବିଡିଓ ଓ ଥାନାଧିକାରୀଙ୍କୁ ଲିଖିତ ଅବଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ