ଆଦର୍ଶ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳନ

କେନ୍ଦ୍ରାପଡା,(ଯୁଗାବ୍ଦ ନୁ୍ୟଜ୍) : ଦୁତିଆଳ ଆଦର୍ଶ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ମନୋରଂଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗୁରୁଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅନୁÂାନର ସଭାପତି ଅଧ୍ୟାପକ ଅଜୟ ସାମଲ ଗୁରୁଦିବସର ତାପôର୍ଯ୍ୟ ଓ ଆଜିର ସମାଜରେ ପରିବର୍ତନ ପାଇଁ ଶିକ୍ଷକ ମାନଙ୍କର ଗୁରୁତ୍ୱପୂର୍ଣ୍ଣର୍ ଭୂମିକା ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଡକ୍ଟର ଜ୍ଞାନଦେବ ମହାରଣା ଯୁଗେ ଯୁଗେ ଗୁରୁ ଓ ଛାତ୍ରମାନଙ୍କ ବୈାଦ୍ଧିକ ଚେତନା ଉପରେ ସମାଜର ଉନ୍ନତି ହୋଇଥାଏ ଏବଂ ଆଜିର ଦିନରେ ଦାର୍ଶର୍ନିକ ରାଧାକ୍ରିଷ୍ଣନଙ୍କ ଶିକ୍ଷକ ସମାଜକୁ ସମ୍ମାନିତ କରିବାର ପ୍ରୟାସକୁ ପ୍ରଶଂସା କରିଥିଲେ । ମୂଲ୍ୟବୋଧ ବୈଜ୍ଞାନିକ ଭିତିକ ଶିକ୍ଷା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚୈାଧୁରୀ ଶାରଦାକାନ୍ତ ଦାସ, ସମାଜସେବୀ ଭାଗରିଥି ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ଯଦୁମଣି ବାରିକ, ଚିନ୍ମୟ ନାୟକ, ଶିବ ପ୍ରସାଦ ବଳ, ରାଜକିଶୋର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପଣ୍ଡିତ ପ୍ରତାପ ପତି ଧନ୍ୟବାଦ ଅର୍ପର୍ଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ