ମୋହନା ରେ ଗଜଲଷ୍ମୀ ପୂଜା
ମୋହନା,( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ର ସ୍ଥାନୀୟ ହାଇସ୍କୁଲ ଛକ ନିକଟରେ ମା ଗଜଲଷ୍ମୀ ଙ୍କ ପୂଜ ଅନୁଷ୍ଠିତ ହଇଛି | ଶନିବାର ମଧ୍ୟାନ୍ନ ସମୟରେ ଗଣେଶ ବଣିକ ସଙ୍ଘ ର କର୍ମକର୍ତା ସ୍ଥାନୀୟ ଶିଵ ମନ୍ଦିର ହରଭଙ୍ଗୀ ନଦୀ ରେ ପଣ୍ଡିତ ଶିବସଙ୍କର ପଣ୍ଡା ପୂଜା ଅର୍ଚନା କରି ଗଙ୍ଗା ଆବାହନ କରି କଳସ ଯାତ୍ରା ଅନୁଷ୍ଠିତ ହୋଇ ଥିଲା | ହାଇସ୍କୁଲ ଛକ ନିକଟରେ ଥିବା ପୂଜା ମଣ୍ଡପରେ ପହଞ୍ଚି ପୂଜା ଅର୍ଚ୍ଚନା କରିଛନ୍ତି ବିନା ଭକ୍ତ ଓ ଆଲୁଅ ସାଉଣ୍ଡ ବକ୍ସ ନଲଗାଇ ମଣ୍ଡପ ଆଗରେ ଜରି ବନ୍ଦୀ ପୂଜା ଅନୁଷ୍ଠିତ ହେବା ସହ ସାମାଜିକ ଦୂରତା ରଖିବା ସହ କୋଭିଡ଼ ନିୟମ ମାନି ଏହି ବର୍ଷ କର୍ତ୍ତା ଭାବେ ବୃନ୍ଦାବନ ସାମନ୍ତରାୟ, ପ୍ରଫୁଲ ସାହୁ ଥିବା ବେଳେ କମିଟି ର ଦିଲ୍ଲୀପ କୁମାର, ବାବୁଲି ଗୌଡ଼, କୁନାଲ ବିଶୋଇ, ବ୍ରହ୍ମୀ ସାହୁ ଓ ସଙ୍ଘ ର କର୍ମକର୍ତାପ୍ରମୁଖ ପରିଚାଳନା କରିଛନ୍ତି |


