ଦୂର୍ଗା ପୂଜା ନିମନ୍ତେ ଛତ୍ରପୁରରେ ଶୁଭଖୁଂଟି ସ୍ଥାପନ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍): ବଡବଜାର ବ୍ୟବସାୟୀ ସଂଘ ପକ୍ଷରୁ ଦୂର୍ଗାପୂଜା ନିମନ୍ତେ ଆଜି ଶୂଭଖୁଂଟି ସ୍ଥାପନ କରାଯାଇଛି । ଏହି ଖୁଂଟି ସ୍ଥାପନ ଅବସରରେ ବଡବଜାର ବ୍ୟବସାୟୀ ସଂଘର ସଭାପତି ପ୍ରଫୁଲ କୁମାର ସେନାପତି, ପ୍ରଫୁଲ କୁମାର ମହାରଣା, ଉପଦେଷ୍ଟା ନିରଞ୍ଜନ ପଣ୍ଡା, ସତ୍ୟ ନାରାୟଣ ପାତ୍ର, କବିରାଜ ପଲାଇ, ସନ୍ତୋଷ କୁମାର ଗୈାଡ, ସନ୍ତୋଷ ରାଉଳ, ମୂରଲୀ ରେଡ୍ଡୀ, ଅଶୋକ ସେନାପତି, ପ୍ରଶାନ୍ତ ସେନାପତି, ସୁବାସ ସାହୁ, ଭବନୀ ଚୈାଧୂରୀ, ନାରାୟଣ ପଣ୍ଡା, କେ.ରମେଶ, ସଂଜୟ ପାତ୍ର, ଶ୍ରୀଧର ରାଓ, କନକା ରାଓ,ଋଷି ସେନାପତିଙ୍କ ସମସ୍ତ ସଭ୍ୟ ମାନେ ଉପସ୍ଥିତ ଖୁଂଟି ସ୍ଥାପନ କାର୍ଯ୍ୟ ଶେଷ କରିଥିଲେ । ଦିବାକର ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ପୂରୋହିତ ରବି ନାରାୟଣ ମିଶ୍ର ପୂଜାକାର୍ଯ୍ୟ ପରିଚାଳନା କରିଥିଲେ ।