ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା କୋର୍ଟ ଠାରେ ବିଶ୍ୱ ମାନବ ଅଧିକାର ଦିବସ ଉପଲକ୍ଷେ ଏକ ଅନଲାଇନ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ରାଧିକରଣର ସଚିବ ବ୍ୟୋମକେଶ ନାୟକ ଅଧ୍ୟକ୍ଷତା କରି ବିଶ୍ୱ ମାନବ ଅଧିକାର ଦିବସ ପାଳନ କରିବାର ମହତ୍ତ୍ୱ କ୍କେଶ୍ୟ ଏବଂ ନିରାକରଣ ବିଷୟରେ ସଚେତନତା କରିଥିଲେ ମାନବର ଅଧିକାର କିପରି ଗୋଟିଏ ସୁସ୍ଥ ସମାଜରେ ଆବଶ୍ୟକତା ଅଚି ତାରି ଉପରେ ଆଲୋକପାତ କରିଥିଲେ । ଏହା ସହିତ କୌଣସି ସ୍ଥିତିରେ ଯେପରି ମାନବ ଅଧିାକର କ୍ଷୁର୍ଣ୍ଣ ନହୁଁ ସେଥି ପ୍ରତି ମଧ୍ୟ ଦୃଷ୍ଟି ଦିଆ ଯିବା ଉଚିତ ବୋଲି ମଧ୍ୟ କହିଥିଲେ । ପରିଶେଷରେ ସମ୍ବିଧାନରେ ରହିଥିବା ମୌଳିକ କର୍ତ୍ତବ୍ୟ କିପରି ମାନବ ସମାଜ ପାଳନ କରିବେ ଏବଂ ସମ୍ବିଧାନରେ ରହିଥିବା ମୌଳିକ ଅଧିକାର କିପରି ମାନବ ପାଇଁ ଉପଯୋଗୀ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଅନ୍ୟପକ୍ଷରେ ସବଜଜ୍ ପାରଳଖେମୁଣ୍ଡି ଚନ୍ଦ୍ରହାସ ବେହେରା, ଜେ.ଏମ୍.ଏଫ୍.ସି. ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀଙ୍କ ସମେତ ସମସ୍ତ ଆଡଭୋକେଟ ଯୋଗଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା କୋର୍ଟ ଠାରେ ବିଶ୍ୱ ମାନବ ଅଧିକାର ଦିବସ ଉପଲକ୍ଷେ ଏକ ଅନଲାଇନ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ରାଧିକରଣର ସଚିବ ବ୍ୟୋମକେଶ ନାୟକ ଅଧ୍ୟକ୍ଷତା କରି ବିଶ୍ୱ ମାନବ ଅଧିକାର ଦିବସ ପାଳନ କରିବାର ମହତ୍ତ୍ୱ କ୍କେଶ୍ୟ ଏବଂ ନିରାକରଣ ବିଷୟରେ ସଚେତନତା କରିଥିଲେ ମାନବର ଅଧିକାର କିପରି ଗୋଟିଏ ସୁସ୍ଥ ସମାଜରେ ଆବଶ୍ୟକତା ଅଚି ତାରି ଉପରେ ଆଲୋକପାତ କରିଥିଲେ । ଏହା ସହିତ କୌଣସି ସ୍ଥିତିରେ ଯେପରି ମାନବ ଅଧିାକର କ୍ଷୁର୍ଣ୍ଣ ନହୁଁ ସେଥି ପ୍ରତି ମଧ୍ୟ ଦୃଷ୍ଟି ଦିଆ ଯିବା ଉଚିତ ବୋଲି ମଧ୍ୟ କହିଥିଲେ । ପରିଶେଷରେ ସମ୍ବିଧାନରେ ରହିଥିବା ମୌଳିକ କର୍ତ୍ତବ୍ୟ କିପରି ମାନବ ସମାଜ ପାଳନ କରିବେ ଏବଂ ସମ୍ବିଧାନରେ ରହିଥିବା ମୌଳିକ ଅଧିକାର କିପରି ମାନବ ପାଇଁ ଉପଯୋଗୀ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଅନ୍ୟପକ୍ଷରେ ସବଜଜ୍ ପାରଳଖେମୁଣ୍ଡି ଚନ୍ଦ୍ରହାସ ବେହେରା, ଜେ.ଏମ୍.ଏଫ୍.ସି. ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀଙ୍କ ସମେତ ସମସ୍ତ ଆଡଭୋକେଟ ଯୋଗଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।


