ଆସନ୍ତା ଜାନୁଆରୀମାସ ୩ତାରିଖରେ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସାଧାରଣ ଦର୍ଶନ ପାଇଁ ଖୋଲିବ – ଜିଲ୍ଲାପାଳ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଆସନ୍ତା ଜାନୁଆରୀମାସ ୩ତାରିଖ ଠାରୁ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ଆଜି ସୂଚନା ଦେଇଛନ୍ତି । କିନ୍ତୁ କୋଭିଡ ନିୟମକୁ ଅନୁପାଳନ ପୂର୍ବକ ବର୍ତ୍ତମାନ ଦିନକୁ କେବଳ ଏକଶହ ଜଣ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ବୋଲି ଶ୍ରୀ ବର୍ମା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ