ପୁଣି୧୮କୋଟିର ନୀଳ ଜୋହର କାଟିଲେ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଅବକାରୀ ବିଭାଗ ପୋଲିସ ମିଳିତ ରେ ଢେପାଗୁଡ଼ା ପଞ୍ଚାୟତ ନିକଟସ୍ଥ ଜଙ୍ଗଲରେ ଆଜି ୯୨ ଏକର ଜମିରେ ୧୮କୋଟି ର ନୀଳ ଜୋହର ଗଛ କାଟି ପୋଡିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ