ମଦ୍ୟପ କନେଷ୍ଟବଳ ଧରାପଡିଲେ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜଣେ ମଦ୍ୟପ କନେଷ୍ଟବଳ ଶେଷରେ ଧରାପଡି ଗୋଟିଏ ସ୍ଥାନରୁ ଅନ୍ୟତ୍ର ବଦଳି ହୋଇଥିବା ସୂଚନା ମିଳିଛି । ଗୁରୁବାର ଜନୈକ ପୋଲିସ କନେଷ୍ଟବଳ ମଦ୍ୟପାନ କରିଥିବା ସମ୍ପର୍କରେ ଅଭିଯୋଗ ପାଇ ଟାଉନ ଥାନା ପକ୍ଷରୁ ସଂପୃକ୍ତ କନେଷ୍ଟବଳଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ମେଡିକାଲକୁ ପଠାଯାଇଥିଲା । ଯଦିଓ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଲା ତଥାପି ସଂପୃକ୍ତ କନେଷ୍ଟବଳଙ୍କୁ ଗୋଟିଏ ଫାଣ୍ଡିରୁ ଅନ୍ୟ ଫାଣ୍ଡିକୁ ବଦଳି କରିଦିଆଯାଇଥିବା ବିଶେଷ ସୁତ୍ରରୁ ଖବରମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ