ମୋହନା ସାମ୍ବାଦିିକ ସଂଘର ବାର୍ଷିକ ଉତ୍ସବ; ନୂତନ କର୍ମକର୍ତା ଚୟନ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଳକ ସ୍ଥାନୀୟ ନିଳକଣ୍ଠେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ମୋହନା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଓ ନୂତନ କର୍ମକର୍ତା ଚୟନ ହୋଇଛି । ଏଥିରେ ନୂତନ ସଭାପତି ପଚାଂନନ ଦାଶ, ଉପସଭାପତି ମାଣିକ ଜେନା, ସମ୍ପାଦକ ଯୋଗେନ୍ଦ୍ର କୁମାର ରଥ, ସହ ସମ୍ପାଦକ ସାଗର ବଳିଆର ସିଂ, କୋଷାଧ୍ୟକ୍ଷ ସୁହାନ ଛିଚାଂଣୀ, ସାଂଗଠନିକ ସମ୍ପାଦକ ଅଶୁଂମାନ ପଣ୍ଡା, ଉପଦେଷ୍ଟା ଭାବେ ମିହିର ଜତି, ଓକିଲ ସଂଘ ସଭାପତି ରବିନ୍ଦ୍ର କୁମାର ନାୟକ, ଆଇନଜିବୀ ପ୍ରଭାତ କୁମାର ପାତ୍ର, ସମାଜସେବୀ ଭିକାରୀ ଚରଣ ବେହେରା, ବରିଷ୍ଠ ଶିକ୍ଷାବିତ୍ ମଧୁସୁଦନ ପାଢୀ ଚୟନ ହୋଇଥିବା ବେଳେ ସଭ୍ୟ ଭାବେ ସଂଘର ମୋଜେସ ରଇତ, ବିମଳ ନାୟକ, ସୁଶାନ୍ତ ମାଳୀ, ପ୍ରମୋଦ ଦୋରା, ମୋହନ ଗୌଡ, ସୁଷମା ତ୍ରିପାଠୀ, ଦେବାଶିଷ କାର୍ଯୀ, ଶ୍ରୀକାନ୍ତ ମହାପାତ୍ର, ସୁଶାନ୍ତ ନାୟକ, ଆଦି କର୍ମକର୍ତା ଉପସ୍ଥିତ ଥିଲେ ଆଗକୁ ଯେପରି ଶାନ୍ତ ସରଳ ଭାବେ ଅଂଚଳର ବିକାଶ ପାଇଁ ଦୁର୍ଗମ ଅଂଚଳରେ ସରକାରଙ୍କ ଉନ୍ନତି ମୁଳକ କାମକୁ ନେଇ ଲୋକଙ୍କ ସାମ୍ନାରେ ପହଂଚା ଯୀବ ଏବଂ ଲୋକଙ୍କ ସମସ୍ୟାକୁ ନେଇ ସରକାରଙ୍କ ଆଗରେ ଦେଖାଯିବ, ଗରିବଙ୍କ ପାଇଁ ଏହି ସାମ୍ବାଦିକ ସଂଘ ସଦା ସର୍ବଦା ଆଗ ଧାଡିରେ ରହି ସରକାରଙ୍କୁ ଉନ୍ନତି ପାଇଁ ଦାବି କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ