ଗାନ୍ଧୀଜୟନ୍ତୀ ରେ ଗ୍ରାମ ସଫେଇ କାର୍ଯ୍ୟକ୍ରମ

ନିମାପଡା,(ସନ୍ତୋଷ ଦାଶ):ଚାରିଛକ ନିକଟସ୍ଥ ଜାହାଙ୍ଗିରପୁର ଗ୍ରାମରେ ମା ଦୁଲ୍ଲାଦେଇ ଯୁବକ ସଂଘ ନୁତନ ଗୃହ ରେ ମା ଦୁଲ୍ଲାଦେଇ ଯୁବକ ସଂଘ ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଅଛି।ଏହି ପବିତ୍ର ଗାନ୍ଧୀ ଜୟନ୍ତୀ ଦିବସ ଅବସରରେ ସମସ୍ତ ସଭ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଜୟ କୁମାର ସାହୁ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ ଓ ସମସ୍ତ ସଭ୍ୟ ଉପସ୍ଥିତ ରହି ଗାନ୍ଧିଜୀଙ୍କ ସ୍ମୃତି ଚାରଣ କରି ଥିଲେ। ଯୁବକ ସଂଘ ପକ୍ଷରୁ ଗ୍ରାମର ରାସ୍ତା ସବୁକୁସଫେଇ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ