ମହିନ୍ଦ୍ରା ମେକ୍ସ ପିକ୍ଉପ୍ ଦୁର୍ଘଟଣା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ମହିନ୍ଦ୍ରା ମେକ୍ସ ପିକ୍ଉପ୍ ଦୁର୍ଘଟଣାରେ ଅଳ୍ପକେ ବର୍ତିଲେ ଗାଡି ଚାଳକ । ମୋହନା ବ୍ଲକ୍ ଅନ୍ତର୍ଗତ ଖାରିଗୁଡା ପ୍ରଞ୍ଚାୟତ ନିକଟସ୍ଥ ଚାଞ୍ଚଡାପଲ୍ଲି ଗ୍ରାମ ନିକଟସ୍ତ ମୁଖ୍ୟ ରାସ୍ତାର ଏକ ବୁଲାଣୀ ସ୍ଥାନରେ କୌଣସି କାରଣରୁ ମଧ୍ୟ ରାତ୍ରରେ ଓଲଟିଲା ମେକ୍ସପିକଅପ୍ ନଂ ଓଡି ୧୮ ଜେ ୩୦୮୨ । ଗାଡ଼ିଟି ଭାରସାମ୍ୟ ହରାଇ ରାତ୍ରି ୪ ଘଣ୍ଟା ସମୟରେ ଭୁବନେଶ୍ୱର ରୁ ରାୟଗଡା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟି ଥିବାର ଜଣାପଡିଛି । ଏଥିରେ ଗାଡ଼ି ଚାଳକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ନଳାଘାଟ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ