ସାଂସଦଙ୍କ ପ୍ରତିନିଧି ବିଜେଡ଼ି ରୁ ଇସ୍ତଫା

ଧାମନଗର (ସନ୍ତୋଷ କୁମାର ପ୍ରଧାନ) :-ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ବିଜ୍ଞାପିତ ଅଞ୍ଚଳ ର ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ପ୍ରତିନିଧି ତଥା ପୂର୍ବତନ ରାଧାବଲ୍ଲଭ ପୁର ଗ୍ରା. ପ.ର ସରପଞ୍ଚ ଓ ଧାମନଗର 10 ନମ୍ୱର୍ ଜୋନ ରୁ ଦୁଇ ଦୁଇ ଥର ଜିଲ୍ଲା ପରିଷଦ ହୋଇଥିବା ହୋଇଥିବା ଶରତ ଚନ୍ଦ୍ର ମହାନ୍ତି ବିଜେଡି ଦଳର ସମସ୍ତ ପଦପଦବୀ ରୁ ଇସ୍ତଫା ପ୍ରଦାନ କରିଥିଲେ କାରଣ ବିଜେଡି ଦଳ ତାଙ୍କ ଭଳି ଜଣେ ଯୋଗ୍ୟସମ୍ପନ୍ ଓ ପରୋପକାରୀ ଏବଂ ଲୋକପ୍ରିୟ ନେତା ଙ୍କୁ ଅଣଦେଖା କରିବା ସହିତ ତାଙ୍କଠାରୁ ଅଯୋଗ୍ୟ କର୍ମକର୍ତ୍ତାଙ୍କୁ ଅଧିକ ଗୁରୁତ୍ଵ ଦେଉଥିବାରୁ ସେ ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି।ସେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ବିଜେପି ଛାଡି 2015 ମସିହାରେ ବିଜେଡି ରେ ଯୋଗଦାନ କରିଥିଲେ।ବିଜେଡି ଛାଡ଼ିଲା ପରେକୃନ୍ଦଳରେ ଯୋଗଦାନ କରିବେ ଏପର୍ଯ୍ୟନ୍ତ ସ୍ପଟ କରିନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ