ଭି.ସ୍ୱରୁପ କିଷାନ ଗଞ୍ଜାମ ଥାନାର ନୂତନ ଆଇଆଇସି

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ଥାନାର ନୂତନ ଆଇଆଇସି ଭାବେ ଭି.ସ୍ୱରୂପ କିଷାନ ଦାଇତ୍ୱ ଗ୍ରହଣ କରିଛନ୍ତି । ଏଠାରେ କାର୍ଯ୍ୟରତ ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କୁ ଗାଙ୍ଗପୁର ଥାନାକୁ ବଦଳି ହୋଇଛି । ନୂତନ ଆଇଆଇସି ପୂର୍ବରୁ ଖଲ୍ଲିକୋଟ ଥାନାର ଅତିରିକ୍ତ ଆଇଆଇସି ଭାବେ ରହିବା ସହ ଭେଜିପୁଟ ଫାଣ୍ଡିର ତଦାରଖ ଦାଇତ୍ୱରେ ଥିଲେ । ଦାଇତ୍ୱ ଗ୍ରହଣ କରିବା ପରେ ଲୋକେ ନିର୍ଭୟରେ ପୋଲିସ ସେବା ପାଇବା ସହ ଆଇନଶୃଙ୍ଖଳା ପ୍ରତି ତାଙ୍କର ପ୍ରଥମ କର୍ତ୍ତବ୍ୟ ରହିବ ବୋଲି କହିଛନ୍ତି । ଅନ୍ୟପଟେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ