ଆଲିଗଣ୍ଡା ଠାରେ ପାଣ ଖ୍ରୀଷ୍ଟିଆନ ସମାଜ ର ଜୋନ ସ୍ତରୀୟ ବୈଠକ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ର ୩୯ଟି ପଂଚାୟତ ରେ ବସବାସ କରୁଥିବା ପାଣ ଖ୍ରୀଷ୍ଟିଆନ ସଂପ୍ରଦାୟ ର ଲୋକେ ବିଭିନ୍ନ ସମୟ ରେ ସରକାରି ଯୋଜନା ରୁ ବଞ୍ଚିତ ରହିଛନ୍ତି I ଏପରିକି କୌଣସି ଚାକିରି କ୍ଷେତ୍ର ହେଇ କିମ୍ୱା ପିଲା ଙ୍କୁ ପାଠ ପଢିବା ରେ ମଧ୍ୟ କୌଣସି ସୁଜଗ ମିଳୁନି I ଯାହା ଦ୍ୱାରା ଅନେକ ପିଲା ପଠା ପଡ଼ିବା ରେ ନୀଚ ଦେଖା ଯାଉଛି ଯେଭଳି ଅଧିବାସୀ ମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି I ସେଇପରି ପାଣ ଖ୍ରୀଷ୍ଟିଆନ ସଂପ୍ରଦାୟ ଲୋକ ଙ୍କୁ ମଧ୍ୟ ସରକାର ଗୁରୁତ୍ବ ଦେବାକୁ ପଡ଼ିବ ଜମି ଚିହ୍ନଟ ହେଉ କିମ୍ବା ସରକାରି ଜମି ଦଖଲ ହେଉ ସବୁରି କ୍ଷେତ୍ର ରେ ଆଦିବାସି ଙ୍କ ଶିକାର ହେଉଛନ୍ତି I ପାଣ ଖ୍ରୀଷ୍ଟିଆନ ମାନେ ତେଣୁ ଆଦିବାସୀ ଙ୍କୁ ଯେଭଳି ଏକ ଆଇନ ଲାଗୁ କରାଯାଇ ଏବଂ କୋଟା ଦିଆ ଯାଇଛି I ସେଇପରି ପାଣ ଖ୍ରୀଷ୍ଟିଆନ ସଂପ୍ରଦାୟ ଉପରେ ଏକ ଆଇନ ଲାଗୁ କରିବା ପାଇଁ ପ୍ରଥମେ ଉତ୍କଳ ପାଣ ଖ୍ରୀଷ୍ଟିଆନ ସମାଜ ଏକ ବୈଠକ ଡାକରା ଦେଇଥିଲା I କର୍ଚ୍ଚବାଡି ପଂଚାୟତ ରେ ଏବ ସେଠାରେ ନିଷ୍ପତି ନିଆଯାଇଥିଲା ପ୍ରତେକ ଜୋନ ରୁ ଆରମ୍ଭ କରି ପଂଚାୟତ ଓ ୱାଡ ରେ ବୈଠକ କରି ପାଣ ଖ୍ରୀଷ୍ଟିଆନ ସମାଜ କୁ ମଜୁବୁତ କରି ରାଜ୍ୟ ସରକାର ଙ୍କ ଶହ ଲଡେଇ କରି ନିଜ ହକ ଆଣିବା ତାହା ପାଇଁ ସମାଜ କୁ ମଜୁବୁତ୍ କରି ଜିଲ୍ଲା ପାଳ ଙ୍କୁ ପ୍ରଥମେ ଅଭିଯୋଗ ଜଣାଇବା ପରେ ସମାଧାନ ପନ୍ଥା ନ ବାହାରେ ତେବେ ବିରାଟ ବଡ଼ ଆନ୍ଦୋଳନ କୁ ଓହ୍ଲାଇବ ସମାଜ ବୋଲି ଆଲଚାନା ହୋଇଥିଲା I ଏହି ବୈଠକ କୁ ପରି ଚାଳନା କରିଥଲେ ଯୁବ ସମାଜ ପ୍ରେମା ନାୟକ, ସୁରେଶ କୁମାର, ସାଗର ବଳିଆର ସିଂ, ଉଦୟ ନାଥ ନାୟକ ଯିରିମିୟ ନାୟକ, ପ୍ରମୁଖ ଏହି ବୈଠକ ରେ ସବାପତି ଭାବେ ଦାୟିତ୍ଵ ଗ୍ରହଣ କରିଥଲେ ଭକ୍ତନାଥ ସଭାପତି I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ