ପ୍ରଭୁଙ୍କ ବାମନ ପର୍ଶୁରାମ ଅବତାର ଭକ୍ତଙ୍କ ମନକୁ ମୋହିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ପାରଳାଖେମୁଣ୍ଡି ରଥଯାତ୍ରାର ଆଜି ସପ୍ତମ ଦିବସରେ ପ୍ରଭୁ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥ ବାମନ ଓ ପର୍ଶୁରାମ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି I ଶ୍ରୀ ଗୁଣ୍ଡିଚା ମନ୍ଦିରଠାରେ ଅତ୍ୟନ୍ତ ଆକାଶରଣୀୟ ଭାବେ ଦୁଇ ପ୍ରଭୁଙ୍କୁ ବାମନ ପର୍ଶୁରାମ ଅବତାରରେ ସଜ୍ଜିତ କରାଯାଇଛି I ଆଜି ମଧ୍ୟ୍ୟହ୍ନ ଠାରୁ ପ୍ରଭୁଙ୍କ ଏହି ଆକାଶରଣୀୟ ଅବତାର ଦେଖିବା ପାଇଁ ଦକ୍ଷିଣ ଓଡିଶା ସମେତ ପଡୋଶୀ ଆନ୍ଧ୍ରର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିରଠାରେ ସମବେତ ହୋଇ ଦ୍ବୀପଦାନ କରିବା ସହ ପୂଜା ପାଠ କରୁଥିବା ଲକ୍ଷ୍ୟ କରାଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ