ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ

କାଶୀନଗର, (ରାଜେଶ କୁମାର ପଟନାୟକ):ଗଜପତି ଜିଲ୍ଲା ଆଇନ ପାର୍ଥି କରଣ ତରଫରୁ କାଶୀନଗର ଶ୍ରୀରାମ ଡିଗ୍ରୀ କଲେଜ ପରିସରରେ କଲେଜ ଅଧ୍ୟକ୍ଷ କେଟର ପ୍ରଶାନ୍ତ ବନପାଲି ଙ୍କ ଦ୍ୱାରା ଆୟୋଜିତ କର୍ମଶାଳା କୁ ଜିଲ୍ଲା ପାର୍ଥି କରଣ ସମ୍ପାଦକ ତଥା ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ରବି ନାରାୟଣ ବେହେରା ଶିବିର କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ ଫୋସ୍କୋ ଆଇନ, ଏ ସି ଡ଼ ଦ୍ୱାରା ପୀଡିତ ଅପରାଧ ଦଣ୍ଡ ବିଧାନ, ନାରୀ ଆଇନ ଭାରତୀୟ ପେନାଲ କୋଡ଼, ନାଲସା ଆଇନ ପରିସର ସମ୍ପର୍କ ରେ ବିଷୟ ରେ ବୁଝାଇଥିଲେ କାଶୀନଗର ମେଡିକାଲ ଅଫିସ ର ଡ଼କ୍ଟର ଦୁର୍ଗା ପ୍ରସାଦ ପଣ୍ଡା ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆତ୍ମହତ୍ୟା ମୃତ୍ୟୁ ର କାରଣ ନିରାକରଣ ଉପରେ ବୁଝାଇଥିଲେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବାନାପାଲି ସ୍ୱାଗତ କରିବା ସହ ଛାତ୍ର ଛାତ୍ରୀ ଙ୍କୁ ଉପଯୁକ୍ତ ନାଗରିକ ନିମନ୍ତେ ପରାମର୍ଶ ଦେଇଥିଲେ ସଚେତନ ନାଟକ ପରିବେଷଣ କରାଯାଇଥିଲା l ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ଶିବିର ରେ ଭାଗ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ