ନାବାଳିକା ଦୁଷ୍କର୍ମ ଘଟଣା ଅଭିଯୁକ୍ତ ଗିରଫ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀ ଙ୍କୁ ଦୁଷ୍କର୍ମ ଘଟଣା ରେ ନାବାଳିକା ଙ୍କ ବାପା ଅଡବା ଥାନା ରେ ଅଭିଯୋଗ କରିଥିଲେ ଅଡବା ସରପଞ୍ଚ ଙ୍କ ସ୍ବାମୀ ନାବାଳିକା ଙ୍କୁ ଭୟବିତ କରାଇ ଦୁଷ୍କର୍ମ କରି ଆସୁଥିଲେ ଯାହା ଦ୍ୱାରା ନାବାଳିକା ଜଣଙ୍କ ୪ ମାସର ଗର୍ଭବତୀ ଅଛନ୍ତି ଅଭିଯୋଗ ପ୍ରକାରେ ଅଡବା ଥାନା ରେ ମାମଲ ରୁଜ୍ଜୁ ପରେ ଅଭିଯୋଗ କିଛି ଘଣ୍ଟା ବିତିନି ଅଡବା ଥାନା ଅଧିକାରୀ ଅଭିଯୁକ୍ତ ସିମନି କୁ ନିଜ ଗାଁ ନିକଟରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୁଚନା ଦେଇଛନ୍ତି ଥାନା ଅଧିକାରୀ ଶ୍ରୀ ପଣ୍ଡା ସେପଟେ ବିରୋଧୀ ଦଳ ପ୍ରଶ୍ନ କରିଛି ଏଭଳି ସରପଞ୍ଚ ଙ୍କ ସ୍ଵାମୀ ଯଦି ନାବାଳିକା ଙ୍କୁ ଦୁଷ୍କର୍ମ କରୁଛନ୍ତି ତେବେ ଏଭଳି ସରପଞ୍ଚ ରହିବା ଆବଶ୍ୟକ ନାଇ ବୋଲି ଚର୍ଚ୍ଚା ଜୋର ଧରିଛି


